Ansuman Nayak @suninayakngr02
* I Am a VLE (Village Level Entrepreneur), Work For CSC, * Founder of "Aditya CSC" * ଭାରତୀୟ ଭାବରେ ଏବଂ ଜଣେ ଓଡ଼ିଆ ଭାବରେ ଗର୍ବିତ ଅନୁଭବ କରେ adityacsc.co.in Nayagarh, India Joined July 2017-
Tweets2K
-
Followers96
-
Following701
-
Likes14K
ବିସ୍ମୃତିର ଅନ୍ଧାରି ଗୁମ୍ଫାରୁ ସ୍ମୃତିକୁ ସାଉଁଟି ଆଣି ମୁଁ-ଯେବେ, ଖୋଜିବସେ ତତେ ଆଉ-- ତୋର ସେଇ ଖିଆଲି ପ୍ରେମ ରୂପକଳ୍ପକୁ ପ୍ରଣୟ ପୋଥିରୁ ଯେତେସବୁ ଅନିଭା ପ୍ରୀତି-କୃତିଆକୃତିକୁ ପୁନଃ ଅନୁଧ୍ୟାନ କଲାପରେ ସତରେ ଲୋ, ଦେହ ମୋ- ଉଠଇ ଶିହରି !! ଅୟୁତ ଆଶାର ଅସରା ସପନ ମୃତ ଓ ଜୀବନ୍ତ ପ୍ରୀତି ଉପାଖ୍ୟାନ ବିରହ-ମିଳନ ତଥାପି ଯାଇନି ମରି…
ବେଳେ ବେଳେ ଆମେ ସେ ସମ୍ପର୍କ ତିଆରି କରିବାକୁ ଚେଷ୍ଟା କରୁ ଯେଉଁଠି ଆମର କଥା ଔକାତରୁ ଆରମ୍ଭ ହୁଏ... ଆଉ ଆମେ ସେ ସମ୍ପର୍କ ସବୁ ଭୁଲିଯାଉ ଯାହା ଆମକୁ ଆମ ପରିଚୟ ତିଆରି କରିବାକୁ ସାହାଯ୍ୟ କରିଥାଏ... #ପାଗଳ_ମୁଁ 🥀💔
ଏ ପତ୍ରଝଡା କ'ଣ କେବଳ ଋତୁ ଆସିଲେ ଆସେ, ବେଳେ ବେଳେ ଜୀବନରେ ଆସେ ନୂଆ କରି ଗଢି ତୋଳିବା ପାଇଁ।
ଶୁନ୍ୟତା କୁ ନେଇ କି ବା' ବଞ୍ଚି ହୁଏ.? ନୀରବତା ଛଡା, କିଛି ହିଁ ନାହିଁ !! ନିର୍ଜନତା ଏଇ ହୃଦୟ ର କକ୍ଷରେ ତୋ ସ୍ମୃତି ଛଡା, କିଛି ହିଁ ନାହିଁ !! ତୁ ଫେରିବୁ କହି ଯାଇଛୁ ଯେ... ହେଲେ ତୋ ପ୍ରତୀକ୍ଷା ରେ ପାହିଯାଏ ଏମିତି କେତେ ରାତି , ହେଲେ ମୋର ଏ ଭାବନା ବିନା ଆଉ କିଛି ନାହିଁ !! ❤❤️❤️ Video From :- @pani_patita
ଏଇଟା ସତ, ତୁମେ ଯାହା ଠାରୁ ଆଶା ରଖୁଛ/ରଖିଛ ସେ ହିଁ ତୁମ ଦୁଃଖର କାରଣ ହେବ।
#ପୁଅଙ୍କ_ଜୀବନ ବାପା ମାଆଙ୍କ ସେବାରେ ତ୍ରୁଟି ହେଲେ - ପୁଅ ଖରାପ ସ୍ତ୍ରୀର ଇଚ୍ଛାମୁତାବକ ଅନୁସାରେ ନ ଚାଲିଲେ - ସ୍ବାମୀ ଖରାପ ଭଉଣୀର ଭଲ, ମନ୍ଦରେ ଠିଆ ହୋଇ ନ ପାରିଲେ - ଭାଇ ଖରାପ ପିଲାମାନଙ୍କ ଅଭିଳାଷ ପୂରଣ କରି ନ ପାରିଲେ - ବାପା ଖରାପ ଜୀବନ ସାରା ଭଲ ହେବା ପାଇଁ ସଂଘର୍ଷ କରୁ କରୁ ଜୀବନ ସରିଯାଏ ଗୋଟେ ପୁଅର.. 🥲🥲🥲
ରାଗ ପଣିକିଆ 👇 ରାଗ × କେ = ରାଗ ରାଗ × ଦୁନେ = ଚାପୁଡ଼ା ରାଗ × ତିରି = ବାଡିଆ ପିଟା ରାଗ × ଚୋ = ଛୁରୀ, ଭୁଜାଲି ରାଗ × ପଞ୍ଚା = ବନ୍ଧୁକ ରାଗ × ଷୋ = ହତ୍ୟାକାଣ୍ଡ ରାଗ × ସତା = ଜେଲ୍ ରାଗ × ଅଷ୍ଟା = କୋର୍ଟ କଚେରୀ ରାଗ × ନୁଆ = ଆଜୀବନ କାରାଦଣ୍ଡ ରାଗ × ଦଶା = ଖେଳ ଶେଷ
ହେ ପ୍ରିୟା.. Pulse ଭଳି ତୁମେ ଚଟପଟା ଲାଗ Choclairs ପରି ମିଠା Mentos ଭଳି ବତୀ ଜଳାଅ ତୁମେ Boomer ପରି ପୁରା ଅଠା DairyMilk ଭଳି କଥା କୁହ ତୁମେ Kismi ପରି ଲାଜ କର 5 Star ଭଳି ଚାହିଁ ଦେଇ ଯେବେ KitKat ପରି ସ୍ମାଇଲ୍ କର Munch ରାଣ.. ମୋ ହୃଦୟର ସ୍ପନ୍ଦନ ବଢେଇ ଦିଅ 🙈 🥰 🙈 🥰 🙈 🥰 🙈
ଲେଖାର ନାୟକ ତୁମେ ସର୍ବଶ୍ରେଷ୍ଠ ସ୍ବରୂପ ତୁମର ପଢ଼ିବାଟା କଷ୍ଟ ତୁମ ରୂପ କାମ୍ୟ କମାଣ ସଦୃଶ ଭରେ ମୋ ମନରେ ଅପୂର୍ବ ପ୍ରକାଶ ତୁମ ହସ ମୋତେ କରେ ଦିଗହଜା ସୌମ୍ୟ ଭରା ତୁମ ହୃଦୟର ଭାଷା।
କୋଉଠି ତୁ.. ଖୋଜୁଛି ମୁଁ..!!
ସୂର୍ଯ୍ୟ ଉଦୟ କି ଅସ୍ତ ଜାଣେନା ମହୁର୍ତ କ ପାଇଁ ହେଲେ ବି ଖୁସି। ଏ ସମୟ ବୁଝାଏ ଜୀବନ ଆରମ୍ଭ ଯେମିତି ଶେଷ ବି ଠିକ୍ ସେମିତି। ଆସିବା ଜନ ର ପଥ ଫେରିବା ଜନ ର ବନ୍ଧୁ। #ଗୋ_ଧୂଳିଲଗ #Photography
ସାରା ଜୀବନ ପ୍ରେମିକ/ପ୍ରେମିକା ହୋଇ ରହିଯିବା କିଛି ସହଜ କଥା ନୁହେଁ ଆଜ୍ଞା.. ଭଲପାଇବାର ସବୁ ସୀମାକୁ ଟପି ମଧ୍ଯ ବେଳେବେଳେ ସ୍ବାମୀ, ସ୍ତ୍ରୀର ଅଧିକାର ମିଳି ନଥାଏ..!!
ଜାଣିଛ, ସେଦିନର ସେଇ କେଇପଦ କଥା ଆଜି ବହୁତ ମନେପଡେ, ହଁ ଦୁଃଖ ବା କାହିଁକି !? କିଛି ହରେଇ ସାରିବା ପରେ ପାଇବାର ଆଉ ଲାଳସା ନାହିଁ... ସବୁ କିଛି ପାଇବାର ଅର୍ଥ ଏହା ନୁହେଁ, କିଛି ହରେଇବାରେ ଦୁହିଁଙ୍କର ମଙ୍ଗଳ ଅଛି।
"ତୁମେ ଯଦି ସ୍ମୃତିଖଣ୍ଡ ହୁଅ, ମୁଁ କେଇ ଟୋପା ଅଶ୍ରୁବର୍ଷା ହେବି... ଛାତିତଳେ ହଜାରେ ବେଦନା ଥିବ ସେ ସବୁ କଷ୍ଟ ଆବୋରି ନେଇ ତୁମ ସ୍ମୃତିରେ ଆମ ପ୍ରେମକୁ ଚିରଞ୍ଜିବୀ କରିଦେବି।"
ଏବେ ମଧ୍ୟ ତମେ ମୋ ପାଖରେ ଅନେକ ବର୍ଷା, ବସନ୍ତ, ବୈଶାଖର ସ୍ମୃତି : ରାତିର ସପନ ଆଉ ମୋ କବିତା ଶବ୍ଦରେ ତୁମେ ନିରୁଦ୍ବିଗ୍ନ , ଶୀତଳ ଶୀତରାତି !! କେବେ ଆସ ଅଜସ୍ର ଫୁଲର ମହକକୁ ନେଇ , କେବେ ଝରିଯାଅ କାକର ବୁନ୍ଦା ପରି, ମୁଁ ତ ମାତ୍ର ଅନୁଭବ କରେ ତୁମ ଉପଲବ୍ଧି ମୋ ଜୀବନରେ....
ଚାରିଆଡେ ପାର୍ବଣର ସମ୍ଭାର.. ଭିତରେ ମା ବିଭିନ୍ନ ପ୍ରକାର.. ସବୁରେ ଆବିର୍ଭାବ ସିଏ ରୂପେ ଦେବୀ... ମନ୍ତ୍ର ,ମଣ୍ଡଳ ସହସ୍ର କୁମ୍ଭରେ କୁଆଡେ ଆବାହନ ତାଙ୍କର.. କିନ୍ତୁ ଘରେ ବୁଢ଼ୀ ମା କରେ ଜ୍ବରରେ ଚିତ୍କାର .. ପାଣି ଟୋପେ ଦେବା ପାଇଁ ନାହିଁ କିଏ ତାହାର. ଏମିତି କୁଆଡେ ଆମେ ମନାଉ ସମାଜେ ପାର୍ବଣର ସମ୍ଭାର.. #ପାଗଳ_ମୁଁ 🥀💔
ଦେହରେ ନିଆଁ ଲାଗି ସାରିଥିଲା ଭିତରୁ ଅନୁଭବ କରି ପାରୁଥିଲି ସେ କଷ୍ଟକୁ. କିନ୍ତୁ ସେତେବେଳେ ମନେ ଚିନ୍ତା କଲି ବିରହ ନିଆଁରେ ତ ଶିଝିଛି ଏ ନିଆଁର କଣ ଡର. ଗ୍ରହଣ କଲି ନିଆଁକୁ. ଶରୀରକୁ ସିନା ଜଳେଇ ଦେଲି ଏ ଆତ୍ମାରେ ସେ ପ୍ରେମର ନିଆଁକୁ ସାଇତି ନେଲି ଅପେକ୍ଷା କଲି ଆର ଜନ୍ମକୁ. ପୁଣି ଭଲପାଇବି ବୋଲି.. #ପାଗଳ_ମୁଁ 🥀💔
କବିର ପ୍ରେମିକା ହିଁ କବିତାର ନାୟିକା ହେଇପାରେ... ପତ୍ନୀ ନୁହଁ... #ପାଗଳ_ମୁଁ 🥀💔

Avhishek Sourav @avhishek
254 Followers 297 Following Smile Makes Everything Possible😊 | HARA HARA MAHADEVA | ଜୟ ଜଗନ୍ନାଥ🙏🏻 |ବନ୍ଦେ ଉତ୍କଳ ଜନନୀ🙏🏻| Proud 🇮🇳 Indian | Pure Odia | Nature Lover🌿| Traveling | RCB❤❤
Swatee Chand @swateeChand
2 Followers 19 Following
Naren Jal @NarenJal37037
1 Followers 3 Following
Pocky @Pocky986085
73 Followers 4K Following
Babu Palei @BabuPalei48535
0 Followers 26 Followingswadesh Kumar Rath @swadeshrath
63 Followers 127 Following Formerly OTV district correspondent for Nayagarh, Odisha, INDIA. Now Editor, UDYOGI MITRA and @nayagarh_news (https://t.co/Jxtb23g3C2)
Sunayana Pattanaik @Pa27098Sunayana
1 Followers 3 Following
HoldMeNow @HoldN34703
73 Followers 4K Following
Eva @Eva372721075052
165 Followers 6K Following
Pure @Pure33840581490
100 Followers 5K Following
VivienJulian @9p2IzO091vWdh
23 Followers 803 Following
Redbean @Redbean1235607
123 Followers 5K Following
MaureenTom @sMDgm28stgZrp
383 Followers 7K Following
Ruthless @Ruthless2085309
142 Followers 5K Following
Suave @Suave6190565000
117 Followers 5K Following
Santosh Das @mahiarjitdas101
1 Followers 113 Following Jay Jagannath 🛐 (https://t.co/JiqOMwre10) CMA Aspirants ❤️ Proud to be a Sanatani 😌 I'm just doing my work with believes in almighty 🕉️
Zeteashet @zeteashet97114
15 Followers 300 Following यदि आप नौकरी चाहते हैं, तो कृपया मुझे अपना फोन नंबर भेजेंमैं आपके लिए एक साक्षात्कार की व्यवस्था करूँगा।मैं चैट में बहुत व्यस्त हूं
Thosloo @thosloo55939
15 Followers 296 Following यदि आप नौकरी चाहते हैं, तो कृपया मुझे अपना फोन नंबर भेजेंमैं आपके लिए एक साक्षात्कार की व्यवस्था करूँगा।मैं चैट में बहुत व्यस्त हूं
Sita Sita @SitaSit76218800
1K Followers 893 Following
Eliza @elizajohnson83
338 Followers 3K Following
Alysa Durand @udifituru8232
149 Followers 2K Following Needs a lot of part-timers and freelancers if u from India. Nice income everyday! Thanks --Dm or on Telegram ID: Davidkuang
Dustiny Locuner @DLocuner92945
226 Followers 2K Following Needs a lot of part-timers and freelancers if u from India! --Nice income everyday!!! --Dm or on Telegram ID: Davidkuang
ହୃଦୟ ♥️�... @Debasmita_rtfs
9K Followers 383 Following ଦେବେନ୍ଦ୍ର ଦାସ 💙 Radhe Radhe Krishna 🙏 DIE HARD FAN OF || @Samanthaprabhu2 || @RaviTeja_offl || @actorvijay ||❤@dulQuer || 😘 #Msdhoni , #Nani ,#PawanKalyan
SANTOSH @797 @SANTOSH_797
43 Followers 228 Following ମଣିଷ ଚିହ୍ନିବାକୁ ନୂଆ ପ୍ରୟାସ...... मामूली सा दिल लेकर पैदा हुआ था मैं जिंदगी के तजुर्बे ने इसे पत्थर बना दिया..! 🖤🖤
Prasanna Ray(ସଦ�... @prasanna030682
3K Followers 4K Following 🙏🏻ମାନବ ସେବାହିଁ ମାଧବ ସେବା 🙏🏻Service to mankind is service to God🙏🏻
Mukesh Dalai🇮🇳(... @MukeshDalai2
4K Followers 5K Following Indian Citizen.If you don't follow me back it will be your loss. #𝐬𝐨𝐜𝐢𝐚𝐥_𝐚𝐜𝐭𝐢𝐯𝐢𝐬𝐭
rajesh Behera @rajeshB24478373
32 Followers 106 Following
Prakash Bahinipati @pkbahini
23K Followers 19K Following स्वधर्मे निधनं श्रेयः परधर्मो भयावहः Creative Thinker. Foodie. Photography. Independent Minded Person. +919439010107
Sankar Sahoo @SankarS35702029
0 Followers 19 Following I am just a reflection of Ur behaviour at me.
susanta adhikari @susanta71243083
0 Followers 100 Following
Basudev Mohanty @Basudev03901202
9 Followers 97 Following https://t.co/EpLQrdw1eJ homoeopathy, journalist & trade union leader
(BIRAVADRA PANDA) @b_bhadra_panda
245 Followers 984 Following
ABINASH PRUSTY @Abinash65763579
66 Followers 66 Following 🙏STUDENT BIJU CHATRA JANTA DAL If yOu're right then fight fOr yOur Rights🙏 keep Patience fOr Success 🎂Since 5th NOv😎 🙏CreatiOn Of gOd🙏
Chandra Prakash @Chandra76311348
1K Followers 5K Following GπO Global Pi Organization The Happiness Of Life
ଓଡ଼ିଆ ପ�... @OdiaParivar
2K Followers 834 Following ଓଡ଼ିଆ ଭାବେ ଆମର ପରିଚୟ ହେଉଛି ଆମର ସ୍ବର୍ଣ୍ଣିମ ଇତିହାସ,ଏହାର ଭାଷା,ସଂସ୍କୃତି ଓ କଳା ଭାସ୍କର୍ଯ୍ୟ। ହଜି ଯାଇଥିବା ଗୌରବକୁ ଫେରାଇ ଆଣିବାକୁ ହେବ।ଓଡ଼ିଶାକୁ ଆଗ ଭଳି ସମୃଦ୍ଧ କରିବାକୁ ହେବ ।
THENEWS8 24x7THENEWS8... @News824x7
47 Followers 913 Following thenews8 24×7:theNews8ଆପଣଙ୍କ ସେବାରେ 👍 ତୁମେ ମତେ ରକ୍ତଦିଅ 👍ମୁଁ ତୁମକୁ ସ୍ବାଧୀନତାଦେବୀ.....
Alok ku basantara @BasantaraKu
10 Followers 173 Following Hiiii photography &videography 📷🎥💻🌎🇮🇳🇮🇳🇮🇳🇮🇳
🔺ଜ୍ୟୋତ�... @Amrutaamita6
35K Followers 4K Following 🔺 ଓଁ ସର୍ବେଭବନ୍ତୁ ସୁଖିନଃ,ସର୍ବେ ସନ୍ତୁ ନିରାମୟଃ ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ,ମା କଶ୍ଚିଦ୍ ଦୁଖଃଭାଗ୍ ଭବେତ୍🙏 Founder of ShreeJagannath Astrocare & Laddu Gems ☎️7609010918
ଦିପାଲି...... @deepanjali9861
2K Followers 93 Following ସମାଜ ରେ ଘଟୁଥିବା ଘଟଣା କୁ ମୁଁ ମୋ ଲେଖା ମାଧ୍ୟମ ରେ ପ୍ରକାଶ କରେ..ଦୟାକରି ଏ କଥା କୁ ମୋର ବ୍ୟକ୍ତିଗତ ଜୀବନ ସହ ଯୋଡ଼ନ୍ତୁ ନାହିଁ🙏
Digambara Patra @digpatra
4K Followers 45 Following Professor of Chemistry, American University of Beirut @AUB_Lebanon Alumnus @IITMadras Worked @UniBasel_en @fz_juelich @waseda_univ Fellow @AvHStiftung #JSPS
🇮🇳 Tr. Viswanat... @Viswanath507480
7K Followers 318 Following न साधारण न खास, बस एक इन्सान होने का एहसास Mariner by education, Educator by profession and Writer by passion Horoscope,Palmistry my hobby
Sunayana Pattanaik @Pa27098Sunayana
1 Followers 3 Following
Chief Electoral Offic... @OdishaCeo
24K Followers 79 Following ମୁଖ୍ୟ ନିର୍ବାଚନ ଅଧିକାରୀ ଓଡି଼ଶା || Promoting electoral participation through inclusive electoral rolls; and accessible, free, fair and transparent elections ||
Mind Essentials @Mind_Essentials
1.3M Followers 23 Following Self-Discipline | Philosophy Thoughts | Psychology Hacks | Wealth & Wisdom | Acceptance | Awareness
ଆଧୁନିକ �... @AdhunikaLekhaka
3K Followers 175 Following ଗର୍ବିତ ଭାରତୀୟ • ଓଡ଼ିଆ ପୁଅ • ଭୁବନେଶ୍ବରିଆ • କ୍ରିକେଟ୍ ପ୍ରେମୀ • ଇଞ୍ଜିନିୟର • ଈଶ୍ବର ବିଶ୍ବାସୀ • ଜୟ ଶ୍ରୀଜଗନ୍ନାଥ • ଲେଖା ଲେଖି କରିବାକୁ ଭଲ ପାଉଥିବା ମଣିଷ ଟିଏ
Ajit Doval ᴾᵃʳ�... @IAjitDoval_IND
324K Followers 17 Following National security advisor fan Parody (unofficial account)
Rishi Sunak @RishiSunak
2.3M Followers 322 Following MP for Richmond and Northallerton. Former Prime Minister of the United Kingdom 🇬🇧 Promoted by Sam Gibbs at Omega Business Village, Northallerton DL6 2NJ.
NIA India @NIA_India
902K Followers 25 Following The Official Twitter Page of National Investigation Agency, India. If you have information to share, please mail to [email protected]
UPSC PCS 360 @UPSCPCS360
303K Followers 26 Following Crack competitive exams by staying ahead with daily GK and current affairs made simple
Archaeological Survey... @ASIGoI
141K Followers 164 Following ASI under Ministry of Culture, Govt of India is the premier organization for the archaeological research and protection of the cultural heritage of the nation.
Wisdom Bridge @wisd0mBridge
21K Followers 13 Following
Jagadguru Rambhadrach... @JagadguruJi
37K Followers 17 Following जगद्गुरु रामभद्राचार्य रामानन्द सम्प्रदाय के जगद्गुरु, JRHU के आजीवन कुलाधिपति,संस्कृत के विद्वान, 22 भाषाओं का ज्ञान, 250+पुस्तकों के लेखक, पद्म विभूषण (2015)
Consumer Affairs @jagograhakjago
271K Followers 63 Following This account is an official Twitter Handle of the Department of Consumer Affairs, Government of India
Paytm @Paytm
1.3M Followers 10 Following Link your bank account on the Paytm app and get your new UPI ID today 🚀 India Kahe #PaytmKaro❤️
Reliance Jio @reliancejio
1.0M Followers 1 Following Committed to creating a digital life for every Indian. #WithLoveFromJio
Paytm Payments Bank @PaytmBank
162K Followers 6 Following India’s most sincere bank is here! We support you 24x7 @PaytmBankCare & at Customer Helpline 0120-4456456
HDFC Bank Cares @HDFCBank_Cares
371K Followers 2K Following Have a question? We’re here to help you between 7AM-11PM. Please don’t share any personal or banking information publicly, instead you can DM us those details.
NPCI @NPCI_NPCI
217K Followers 117 Following Driving India’s digital payments innovation with our products like @UPI_Npci, @RuPay_npci, @Npci_Bhim, @BharatConnect_ to keep you Always Forward.
Paytm Care @Paytmcare
417K Followers 40 Following We are here 24x7! Write to us at https://t.co/l6SPQwttml
Google India @GoogleIndia
1.5M Followers 52 Following Searching for ways to make small businesses 💼 and our coffee ☕ stronger. Building a safer internet for a billion Indians 🌐
UPI @UPI_NPCI
218K Followers 142 Following Revolutionizing digital payments. Easy, safe, and instant transactions at your fingertips. Powered by @NPCI_NPCI
Flipkart @Flipkart
2.9M Followers 12 Following Have queries? Send them here by clicking on this link 👇 https://t.co/USqO270JA8
Google Pay India @GooglePayIndia
268K Followers 5 Following Digital payments enthusiast, likes payments simple and with a spark.✨ Follow @GoogleIndia for updates on what’s new on your Google Pay app.
Income Tax India @IncomeTaxIndia
1.6M Followers 36 Following Official Account of the Income Tax Department, Government of India
RuPay @RuPay_npci
136K Followers 479 Following Seamless payments, On-The-Go with RuPay credit cards that can be linked to UPI. Apply now: https://t.co/BKuLSSh9GD
ICICI Bank @ICICIBank
763K Followers 7 Following ICICI Bank welcomes you! Follow us for global news, offers, banking on twitter, campaigns & financial education. For service queries, tag @ICICIBank_Care
Axis Bank @AxisBank
459K Followers 14 Following For your dreams, our eyes are open. For your hopes, our minds are open.
Indian Bank @MyIndianBank
120K Followers 28 Following Official X Handle of India's 7th Largest Public Sector Bank with 5K+ branches. Follow us to reap banking benefits. [email protected]
ICICI Bank Cares @ICICIBank_Care
336K Followers 6 Following Welcome to the official service handle of ICICI Bank. We are here to help you resolve your queries. For updates and offers, follow us on @ICICIBank
ReserveBankOfIndia @RBI
2.4M Followers 4 Following https://t.co/HmJde0lEss https://t.co/LO5GvB56ga https://t.co/zLnXIQVtMP @RBIsays
HDFC Bank @HDFC_Bank
664K Followers 40 Following Welcome to our official handle! Follow us for helpful finance tips, exciting offers & a whole lot more. For queries & complaints tweet to us @HDFCBank_Cares.
Drishti IAS @drishtiias
412K Followers 5 Following Drishti The Vision Foundation is today undoubtedly one of the best Coaching Institutes for Civil Services aspirants in India.
Western Command - Ind... @westerncomd_IA
127K Followers 70 Following This is the official Twitter Account of Western Command, Indian Army. Re- tweet does not constitute endorsement. westerncomd_ia - Official Instagram
#ଦୁଃଖିଆ�... @bulbul_thedukhi
4K Followers 158 Following ଭଗବାନ - ବାପାମା* ଭାଇ -ଜଗନ୍ନାଥ ଓ ସାଇନାଥ* ପ୍ରେମ -କୃଷ୍ଣ* #ବିରହୀ_ପ୍ରେମିକା #ମନରୁ_ଲେଖିକା #ପ୍ରେମଠୁ_ଦୂରରେ #ସପନ_ନାୟିକା #ଖାଣ୍ଟି_ଭଦ୍ରିକିଆଣି (ସମ୍ମାନ=ସମ୍ମାନ) ରାଧେରାଧେ 🙏🏻
ଅଫେରା ବ�... @_Someonealone__
5K Followers 169 Following “Confidence is my weapon, attitude is my shield.”
Small Industries Deve... @sidbiofficial
32K Followers 88 Following Empowering MSMEs | Enabling Growth Disclaimer: This is the only official page of SIDBI. Do not share personal bank account details in comments, posts, or DMs.
Bank of India @BankofIndia_IN
165K Followers 33 Following Welcome to BOI's official Twitter handle! Disclaimer: Bank of India shall bear no responsibility for confidentiality of information shared on BOI Twitter handle
Recycle India @recycleindia
385K Followers 8K Following Recycle India Foundation aims to bring awareness about recycling in India. We aim to educate people on waste disposal and help make India Clean and Green again.
Amrit Mahotsav @AmritMahotsav
190K Followers 240 Following Official twitter handle of 'Azadi Ka Amrit Mahotsav' #AmritMahotsav #MainBharatHoon #HarGharTiranga
md.🍁 @TheM_DsPen
3K Followers 484 Following ଆପଣଙ୍କ ପ୍ରେମ କିମ୍ବା ,❤️ ସରଳ ବ୍ୟକ୍ତିତ୍ୱ ନୁହେଁ ,🙎🏻♂️❌ ପରିଚୟ କେବଳ 🧑 ଆପଣଙ୍କ ବାହ୍ୟ ରୂପ ,😌 କାରଣ , ସମସ୍ତେ ଏଠି ସେୟା ହିଁ ଖୋଜନ୍ତି।🥺 #ପାଗଳ_ମୁଁ🥀💔