ଓଡ଼ିଶା କ୍ୟାଡର ଆଇପିଏସ୍ ସଞ୍ଜୟ ସିଂ ଭିଆରଏସ୍ ଘୋଷଣା କରିଛନ୍ତି। ୧୯୯୬ ବ୍ୟାଚ୍ ଆଇପିଏସ୍ ସଞ୍ଜୟ ସିଂଙ୍କ ଭିଆରଏସ୍ ଆବେଦନକୁ ରାଜ୍ୟ ଗୃହ ବିଭାଗ ମଞ୍ଜୁର କରିଛନ୍ତି। dharitri.com/ips-sanjay-sin… #IPS #SanjaySingh #Odisha
0
0
4
82
0