Nilesh Anirudha Nayak 🐦 @NileshAnirudha
WhatsApp me : +919937399461 ମୋତେ 😊Follow କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍। ଜୟ ଜଗନ୍ନାଥ 🙏। ବହୁତ ଶୀଘ୍ର ମୁଁ ଆପଣଙ୍କୁ 💯% ଫୋଲୋ ବ୍ୟାକ୍ କରୁଛି ଅପେକ୍ଷା କରନ୍ତୁ 🙏।। Deogarh Odisha India Joined November 2021-
Tweets1K
-
Followers1K
-
Following2K
-
Likes6K
ଆପଣ ମାନଙ୍କ ସ୍ନେହ ଶ୍ରଦ୍ଧା ଭଲ ପାଇବା ସହଯୋଗ ଏମିତି ସବୁବେଳେ ରହିଥାଉ। 🙏 ଜୟ ଜଗନ୍ନାଥ 🙏 ଆମ ଚ୍ୟାନେଲ ମାଧ୍ୟମରେ ଆପଣଙ୍କ ଅଞ୍ଚଳର ହେଉଥିବା ସମସ୍ୟା ବିଷୟରେ ଖବର ପ୍ରସାରଣ ପାଇଁ ଆମ ସହିତ ସମ୍ପର୍କ କରନ୍ତୁ: ୬୩୭୦୬୫୦୧୨୭
ବହୁତ କମ୍ ସମୟ ବ୍ୟବଧାନରେ ଆଜି ମୋ'ର ଏକ ୟୁଟ୍ୟୁବ ଚ୍ୟାନେଲ #Odisha_Driver_Devlop_News ୪୪୦୦ ରୁ ଉର୍ଦ୍ଧ୍ବ ସବସ୍କ୍ରାଇବର ସହିତ ୩୯୧୭୮୫ ରୁ ଅଧିକ ଭିୟୁ ପାଇ ପାରିଛି। ଆପଣ ମାନଙ୍କ ସହଯୋଗ ସ୍ନେହ ଶ୍ରଦ୍ଧା ଆଶ୍ରିବାଦ ଭଲପାଇବା ପାଇଁ ଧନ୍ୟବାଦ 🙏 ।।
ଦେବଗଡ଼ ଜିଲ୍ଲା ରିଆମାଳ ଟିଙ୍କବିର ପଞ୍ଚାୟତ ମାଝିମୁଣ୍ଡା ଗାଁ ରେ ମଧୁସ୍ମିତା ବେହେରା ଓ ମହେଶ ଦୁଇ ଅସହାୟ ଗରିବ ଭାଇ ଭଉଣୀ ରହୁଛନ୍ତି। ବାପା ମିଛୁଡୁ ବେହେରା ରାଜ୍ୟ ବାହାର କୁ ଦାଦନ ଖଟିବାକୁ ଯାଇଛି। ମାଆ ଏମାନଙ୍କୁ ଛାଡ଼ି କାହା ସହିତ ୪ ବର୍ଷ ହେବ ଛାଡି ଚାଲିଯାଇଛି ।@Deogarhdistadmn @WCDOdisha @CHILDLINE1098 @DcpsDeogarh
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କେନ୍ଦୁଘାଟ ଗ୍ରାମର ମଣ୍ଟୁ ଗୁମାନ ସିଂଙ୍କ ଦୟନୀୟ ଅବସ୍ଥାରେ ବିତୁଛି ଜୀବନ। ତୁରନ୍ତ ମଣ୍ଟୁଙ୍କୁ ଏକ କୃତ୍ରିମ_ହାତ ଯୋଗାଇ ଦେବାକୁ ଅନୁରୋଧ 🙏 ।@Dssodeogarh @SSEPD2 @Deogarhdistadmn @MoSarkar5T @PRDeptOdisha @Soumya98671695 @CMO_Odisha @Abanikanta_1978 @SecyChief @IPR_Odisha
ବିଦ୍ୟୁତ ତାର ବିଛାଇ ବନ୍ୟଜନ୍ତୁ ଶିକାର ଦ୍ୱାରା ପ୍ରତିବର୍ଷ ଲକ୍ଷାଧିକ ବନ୍ୟପ୍ରାଣୀଙ୍କ ଜୀବନ ହାନି ହେଉଛି l ଆସନ୍ତୁ, ଏହାକୁ ରୋକିବା ଦିଗରେ ପଦକ୍ଷେପ ନେବା l ନିଜେ ସଚେତନ ହୋଇ ସମାଜକୁ ସଚେତନ କରିବା l ବନ୍ୟଜନ୍ତୁ ଶିକାର ବନ୍ଦ କରି ଏକ ସୁନ୍ଦର ଓ ସନ୍ତୁଳିତ ପୃଥିବୀ ଗଠନରେ ସାହାଯ୍ୟ କରିବା l #WildlifeConservation…
ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କୁଡ଼ାନାଳି ଗ୍ରାମ ରେ ରହୁଥିବା ଓ ଛେଣ୍ଡିପଦା ବ୍ଲକ ଗଡମଣ୍ଡଲ ସରସ୍ଵତୀ ଶିଶୁ ମନ୍ଦିର ରେ ଗୁରୂମା ଭାବେ କାର୍ଯ୍ୟରତ ଗୀତାଞ୍ଜଳି ରାଉତ କିଡନୀ ଓ ରକ୍ତଜନିତ ରୋଗରେ ଗୁରୁତର ଭାବେ ସମ୍ ହସପିଟାଲରେ ରେ ମୃତ୍ୟ ସହ ଲଢ଼ୁଛନ୍ତି। @DmSambalpur @CMO_Odisha @HFWOdisha @WHO @NiranjanPujar11
Humble Request for investigate this matter and take necessary steps on it and instructed inquiry about it @DMKhordha @MoSarkar5T @CMO_Odisha @PradeepJenaIAS @PRDeptOdisha @lohanisk1 @AprajitaSarangi @aravind_od_ias @RDOdisha @BBalipatna @PritiranjanBJD @Admkhordha1 @_anugarg
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ କରଲଗା ପଳସମା ବାଘବର ୪ଟି ପଞ୍ଚାୟତ ରେ ଦୀର୍ଘ ସମୟଧରି ବିଜୁଳି କରେଣ୍ଟ ର ଦେଖା ନାହିଁ। @TPWesternOdisha ଏଥିପ୍ରତି ଦୃଷ୍ଟି ଦେବେ ବୋଲି ଆଶା କରୁଛି 🙏 । @Deogarhdistadmn @CMO_Odisha @TataPower @MoSarkar5T @BdoReamal @PRDeptOdisha @EnergyOdisha @ADHIKAR29971502
#୩_ମାସ_ଧରି_ରାସନ_ସାମଗ୍ରୀ_ପାଇନାହାନ୍ତି _ହିତାଧିକାରୀ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବ୍ରାହ୍ମଣଗାଁ ପଞ୍ଚାୟତ ର ବୈକୁଣ୍ଠପୁର ଗାଁର ଡ଼ିଲର ଉମାକାନ୍ତ ସାହୁ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ @Abanikanta_1978 ଏବଂ @DM_Bhadrak Sir ଙ୍କୁ ବିନମ୍ର ନିବେଦନ🙏 @CMO_Odisha @PradeepJenaIAS @MoSarkar5T @SecyChief
ସରକାର ଏଥି ପ୍ରତି ଦୃଷ୍ଟି ଦେବେକି ? (ପ୍ରଗତିବାଦୀ). @CMO_Odisha @MoSarkar5T @SecyChief @PritiranjanBJD @Deogarhdistadmn
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଟୁହିଲାମାଳ ପଞ୍ଚାୟତ ଘଟଣା ୧୧ ବର୍ଷ ଧରି ନିଜ ଝିଅ ସହିତ ବନବାସ କରୁଛନ୍ତି ସୀତା । ସୀତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ 🙏 । @Deogarhdistadmn @CMO_Odisha @MoSarkar5T @PradeepJenaIAS @SecyChief @PRDeptOdisha @BdoReamal @Subashpanigrah4 @OfGanga @IPR_Odisha
ଭୋଟର ହେଲ୍ପ ଲାଇନ୍ ଆପ୍ (VHA) ଜରିଆରେ ଭୋଟର ଭାବେ ନାମ ପଞ୍ଜିକରଣରେ ଗୋଟିଏ କପ୍ ☕ ଚା' ପିଇବା ଅପେକ୍ଷା ମଧ୍ୟ କମ୍ ସମୟ ଲାଗିଥାଏ। କ'ଣ ପାଇଁ ଅପେକ୍ଷା?ରବିବାର ଛୁଟି ଦିନର ଉପୟୋଗ କରନ୍ତୁ। ଆଜି ହିଁ VHA ଡାଉନଲୋଡ୍ କରନ୍ତୁ ଏବଂ ନିଜକୁ ଭୋଟର ଭାବେ ତାଲିକାଭୁକ୍ତ କରନ୍ତୁ!
Thank you so much sir 🙏
Thank you so much sir 🙏
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ଠାରୁ ସଂଯୋଗ ହୋଇଥିବା ପାଞ୍ଚ ଖଣ୍ଡ ଗାଁ ରେ ବିଜୁଳି low voltage ⚡ 💡 🔅 ସମସ୍ୟା ପ୍ରାୟ ସମୟରେ ରହୁଛି ବର୍ତ୍ତମାନ ମଧ୍ୟ ଯଥା : ବାବାଜୀମଠ ହାଡସଂହାର କଲନୀ ସାହି ଲକ୍ଷ୍ମୀପୁର ବରଡାନାଳୀ ଅନ୍ଧାରରେ ଅଞ୍ଚଳବାସୀ। @TPWesternOdisha @Deogarhdistadmn @CMO_Odisha @PRDeptOdisha
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଟୁହିଲାମାଳ ଗ୍ରାମରେ ଥିବା ସୌର ଚାଳିତ ଜଳ ଯୋଗାଣ ପ୍ରକଳ୍ପ ଓ ବସୁଧା ଜଳ ଯୋଗାଣ ପ୍ରକଳ୍ପ ଆଜକୁ ପ୍ରାୟ ୩ ମାସ ଧରି ଅଚଳ ଅବସ୍ଥାରେ ପଡ଼ି ରହିଛି। ଏହା ମରାମତି କରି ଗ୍ରାମକୁ ସ୍ବସ୍ଥ ପାନୀୟ ଜଳ ଯୋଗାଇ ଦେବାକୁ ଅନୁରୋଧ । @Deogarhdistadmn @PRDeptOdisha @OdishaWater @RWSS_Odisha @RWSS_Deogarh
Chinmaya Karna @ChinmayaKarna
4K Followers 3K FollowingNanda Kishor Pradhan @NandaKishorPra4
5K Followers 5K Following ✴️Social worker ✴️helping hands to the needy people ✴️ Association of Twitter Activists #Sambalpur District Coordinator 🙏💐 Jay Maa Samaleswari 💐 🙏ଶ୍ରିଲେଖ.. @shrilekhajena
33K Followers 2K Following ମୁଁ ଜାଣେନି ଜୀବନର ଚଲା ପଥରେ ମୁ କେତେ ବାଟ ଚାଲିବି,କିନ୍ତୁ ଏତିକି ଜାଣିଚି ଯେତେ ଦିନ ଯାଏ ଚାଲିବି ସମାଜ ପ୍ରତି ମୋ କର୍ତ୍ତବ୍ୟ କୁ ପାରୁ ପର୍ଯ୍ୟନ୍ତ କରୁଥିବୀ #ଟୁଇଟର ଗାର୍ଲ୍ #ଓଡ଼ିଆ ଝିଅMukesh Dalai(💯Foll.. @MukeshDalai2
3K Followers 5K Following Indian Citizen.If you don't follow me back it will be your loss. #𝐬𝐨𝐜𝐢𝐚𝐥_𝐚𝐜𝐭𝐢𝐯𝐢𝐬𝐭Bapu Baral @BapuBaral2
1K Followers 498 Following 🙏🚩ଥକି ଯାଇନି ବାପୁ କି ସରିନାହିଁ ସଂଗ୍ରାମ. ସାଧାରଣ ଜନତା ର ହକ ର ଲଢ଼େଇ ପାଇଁ ଗତ କାଲି କରୁଥିଲି,ଆଜି ବି କରୁଛି,ଆସନ୍ତା କାଲି ମଧ୍ୟ କରିବିSusant Kumar Kandi @SusantKu_Kandi
2K Followers 3K Following Author, Researcher & Social Activist. loves to speak and write in Odia. Reporting the problems of the common people to the administration/Govt. via twitter.UMESH BISHI YADAV @UmeshBisi
4K Followers 5K Following #Social_worker #Jay_Yadav_Jay_Madhab #Jay_Shree_Krishna #Jay_Maa_Samalei ଜୀବନ ଥିବା ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଲଢେଇ ଜାରି ରହିବ ।Diptiranjan Dash @Diptira35365398
3K Followers 5K Following ଅନ୍ୟାୟ ଅନୀତି ବିରୁଧ୍ଯରେ ସ୍ୱର ଉତ୍ତେ ।ଳନ କରିବା ମୋର କାମ.Shankar Pujari @Shankar52737099
824 Followers 1K Following ସବୁବେଳେ ମୁଁ ଆପଣ ମାନଙ୍କ ସାଥିରେ ( any time any moment)Jay hind 🇮🇳🇮🇳🇮🇳🇮🇳🇮🇳🇮🇳🇮🇳🙏🙏🙏Nimain Charan Maharan.. @MaharanaNimain
2K Followers 5K Following 🙏#social #worker🙏 @OfficialTeamATA #Khordha #Coordinate & ( #Thalesemiya #SickleCell #Society #Odisha #khordha #Coordinater)ଓଡିଶା ଡ�.. @ODM006995
1K Followers 1K FollowingSeva Dil Se @dil_seva
666 Followers 1K Following ମୋ ଦ୍ଵାରା କେହି ଉପକୃତ ହୁଅନ୍ତୁ କି ନ ହୁଅନ୍ତୁ ସବୁବେଳେ ଚେଷ୍ଟା କରିବି, ମୋ ପାଇଁ କାହାର କ୍ଷତି ନହେଉ ଏହାହିଁ ମୋ ମା ବାପାଙ୍କ ସଂସ୍କାର ।।Mahila Jana Sangharsh.. @MJSSSambalpur
3K Followers 3K Following Women,like men,should try to do the impossible.12 Baje 12 minute @12_baje
6K Followers 3K Following Amplifying voices from the grassroots to highlight common issues & grievances to gain the support of local bodies. RTs not always endorsement!Upendra Mahananda @UpendraMahanan6
3K Followers 5K Following #SocialWorker!! #Voiceoftheneedypeople !! #RTIActivist!!|Tweets are PersonalEr. Priyadarsini Swai.. @ErPriyadarsini
982 Followers 1K Following M Tech in Structural Engineering,B Tech in Civil Engineering, Diploma in Civil Engineering ll Public Services(Political)llAnil Kumar Pradhan @akpradhan535
162 Followers 296 Following The mission of my life is not just to SURVIVE, but to THRIVE.And to do so with some Passion, some Compassion,some Humour & some Style. -Maya AngelouJudithHaydn @NEpqHZlS55fRQ
4 Followers 250 FollowingJagarao Hikaka @JagaraoH40421
616 Followers 4K FollowingSwagat Mishra @SwagatMish39023
1 Followers 15 FollowingSREEKHETRA TELEVISION @STV_PURI
25 Followers 388 Followingthe voice of people @OfVoice20823
9 Followers 138 FollowingDebra @rinedebra55
190 Followers 3K FollowingSuresh Nayak ✍️ @SureshChan92350
92 Followers 812 Following ଦୁଃଖ ସମୟରେ ଭାଙ୍ଗି ନଯାଇ ସଠିକ୍ ସମୟକୁ ଅପେକ୍ଷା କରିବା ଦରକାରPriti Pragyna mohapat.. @priti_prag34865
860 Followers 2K FollowingUrbashi Maya Kisan @KisanMaya41300
10 Followers 70 FollowingPenelope Harper @harper_pen94173
96 Followers 3K FollowingAjay Patra @AjayPat32852763
30 Followers 164 Following I am FOUNDER & CEO of AJAY TAX CONSULTANT, having 28 Years of Experience in Accounts & Taxation Provide services like Income Tax, GST, TDS,Loan etc.Mishra Bismaya @MBismaya
826 Followers 536 Following Social Worker, President Of Association of Twitter Activists {ATA} President of Mangalmukhee Mohabir Yubak Sangha {MMYS} Lane committee President{S B M}Banalata Parida @banalataparida1
1K Followers 2K Following राम नाम रटते रहो जब तक घट में प्राण कभी तो दिन दयाल के बिदक पड़ेगी कान। 🙏🏼🙏🏼🙏🏻🙏🏻Harihar Chand @ChandHari20938
189 Followers 1K FollowingSubhashree shoo @ShooSubhas55819
585 Followers 811 FollowingVeer Kumar @VeerKumar657673
371 Followers 880 FollowingBhaskar Chandra beher.. @Bhaskar753275
84 Followers 186 Following A Civil Contractor Aradhya ConstructionAaradhhya Samal @aaradhhya82920
441 Followers 1K Followingଆମ ଗାଁ ଆ�.. @PruthirajMishr5
111 Followers 702 FollowingPriti Priya @PritiPriya53878
61 Followers 101 Following Life is 10% what happens to you and 90% how you react to it. .HAREKRISHNA NAIK @Harekrishn83961
63 Followers 303 FollowingDipankar @Dipankar0622
457 Followers 2K Following “Do never die, nor cause death; but resist death to death.’Balaram Tarai @BalaramTar44677
154 Followers 1K Following At-Gaytrinagar ,lane-3, Bidanasi,Cuttack _753014 tel phone _06713597929, 9937014646,7852938747Nilesh Anirudha Nayak @AnirudhaNilesh
83 Followers 320 Following ଦିର୍ଘ ବର୍ଷ ଧରି ଆପଣ ମାନଙ୍କ ସହିତ ଥିଲି ବର୍ତ୍ତମାନ ମଧ୍ୟ ଅଛି ପୁରୁଣା ଆଇଡି ଟିକୁ ଖୋଲି ନ ପାରିବାରୁ ଏକ ନୂତନ ଆଇଡି ରେ ଆପଣ ମାନଙ୍କ ସହିତ ପୁଣି ସମ୍ପର୍କ ଯୋଡି ହେବ ବୋଲି ଆଶା କରୁଛି ।।Sanatan Behera @Sanatan04887713
463 Followers 1K FollowingAlina @AlinaSweet63315
50 Followers 115 Following Save the Earth, Save Yourselves. Think green. Be green. Stop polluting.Bijaya kumar mohanty. @PowerMohanty
81 Followers 221 Following Myself bijaya kumar mohanty. At/po-biras, via -basudevpur, dist -bhadrakanaba majhi @AnabaMajhi
73 Followers 304 FollowingJanvi Nayak @janvinayak87
1K Followers 2K FollowingDRx Nitish Kumar Dash.. @NitishK22949938
90 Followers 865 Following Service to humanity is service to GOD.@ Nitish Kumar WESTERN ODISHA,.❤️Mahila Sangram Samiti.. @MSSSundargarh
2K Followers 1K Following YOU MAY NOT CONTROL ALL THE EVENTS THAT HAPPEN TO YOU, BUT YOU CAN DECIDE NOT TO BE REDUCED BY THEM.RISING STAR YOUTH CLU.. @risingstar62881
141 Followers 461 Following Rising star youth club Tarbod block.komna dist.nuapada .odisaDillip Barik @DillipB09420239
843 Followers 3K FollowingJanet @janet41sherwood
134 Followers 3K FollowingPradeep Kumar Mahanan.. @Pradeep97458966
13 Followers 135 Following Founder cum President RSAP,INDIA. Issue bessed Human, Tribal & Dalit Rights,Social Activist,Humanist, Rationalist,Educational Researcher & Motivational Speakerଓଟିଭି @otvkhabar
736K Followers 21 Following ଖବର ଆମର, ନିଷ୍ପତ୍ତି ଆପଣଙ୍କର We Report, You Decide FB: https://t.co/Eo3M4tUUVk INSTA: https://t.co/ShNzvnEvHo YT: https://t.co/cXHzPNfXzkChinmaya Karna @ChinmayaKarna
4K Followers 3K FollowingNanda Kishor Pradhan @NandaKishorPra4
5K Followers 5K Following ✴️Social worker ✴️helping hands to the needy people ✴️ Association of Twitter Activists #Sambalpur District Coordinator 🙏💐 Jay Maa Samaleswari 💐 🙏Naveen Patnaik @Naveen_Odisha
3.6M Followers 24 Following Chief Minister of Odisha; President, Biju Janata Dal.I & PR Department, Od.. @IPR_Odisha
737K Followers 96 Following Information & Public Relations Dept. Govt. of Odisha | ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡିଶା ସରକାରDharmendra Pradhan (�.. @dpradhanbjp
1.9M Followers 2K Following Minister of Education and Minister of Skill Development & Entrepreneurship, Government of India. Views personal. RTs not endorsementଶ୍ରିଲେଖ.. @shrilekhajena
33K Followers 2K Following ମୁଁ ଜାଣେନି ଜୀବନର ଚଲା ପଥରେ ମୁ କେତେ ବାଟ ଚାଲିବି,କିନ୍ତୁ ଏତିକି ଜାଣିଚି ଯେତେ ଦିନ ଯାଏ ଚାଲିବି ସମାଜ ପ୍ରତି ମୋ କର୍ତ୍ତବ୍ୟ କୁ ପାରୁ ପର୍ଯ୍ୟନ୍ତ କରୁଥିବୀ #ଟୁଇଟର ଗାର୍ଲ୍ #ଓଡ଼ିଆ ଝିଅMukesh Dalai(💯Foll.. @MukeshDalai2
3K Followers 5K Following Indian Citizen.If you don't follow me back it will be your loss. #𝐬𝐨𝐜𝐢𝐚𝐥_𝐚𝐜𝐭𝐢𝐯𝐢𝐬𝐭Vkpandianfanclub @Vkpandianfancl1
67K Followers 2 Following An Inspiration For All, The futuristic and Visionary Man, in a mission for better Odisha. God For Common Man.DEEPA BARIK @CharubalaB
11K Followers 5K Following #TwitterGirl| #SocialWorker| Recipient of #JatiNandighoshaConclaveAward2021 @NandighoshaTV| #WomenAchieverAward2021 @prameyaodia |Tweets are personalKanak News @kanak_news
782K Followers 39 Following Official Twitter feed of Kanak News, Odisha's leading 24x7 news channel from the house of 'Sambad'. Telegram: https://t.co/sT71E7spJx YT:https://t.co/6uyWqzbZ4VMoSarkar 5T @MoSarkar5T
166K Followers 20 Following Official account of #Odisha Government's #MoSarkar initiative based on #5Ts of Teamwork, Technology, Transparency & Time for Transformation.Bapu Baral @BapuBaral2
1K Followers 498 Following 🙏🚩ଥକି ଯାଇନି ବାପୁ କି ସରିନାହିଁ ସଂଗ୍ରାମ. ସାଧାରଣ ଜନତା ର ହକ ର ଲଢ଼େଇ ପାଇଁ ଗତ କାଲି କରୁଥିଲି,ଆଜି ବି କରୁଛି,ଆସନ୍ତା କାଲି ମଧ୍ୟ କରିବିSusant Kumar Kandi @SusantKu_Kandi
2K Followers 3K Following Author, Researcher & Social Activist. loves to speak and write in Odia. Reporting the problems of the common people to the administration/Govt. via twitter.Odisha Sports @sports_odisha
147K Followers 237 Following Official account of Department of Sports and Youth Services, Govt. of Odisha. #OdishaForSports | FB: sports.odisha | Insta: sports_odishaUMESH BISHI YADAV @UmeshBisi
4K Followers 5K Following #Social_worker #Jay_Yadav_Jay_Madhab #Jay_Shree_Krishna #Jay_Maa_Samalei ଜୀବନ ଥିବା ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଲଢେଇ ଜାରି ରହିବ ।ବିକ୍ରମ �.. @BikramS72
422 Followers 12 Following This time will not last ଆମେ ଯାହା ଚାହୁଁ ଭଗବାନ ତାହା ଦିଅନ୍ତିନି... ଆମ ପାଇଁ ଯୋଉଟା ଭଲ ଭଗବାନ ତାହା ଦିଅନ୍ତି...ODISHA DD News @DdOdisha
70 Followers 333 Following𝐍𝐄𝐖𝐒 𝐒.. @news_sewa
109 Followers 817 Following This is independent web news portal in odia language. We are updated daily news here.Advocate rudra @Advocattripathy
14 Followers 96 FollowingCollector Nabarangpur @DMnabarangpur
10K Followers 68 Following Office of the Collector & Dist.Magistrate, Nabarangpurindia 24x7 @india24x7tv
319 Followers 406 Following india 24x7 covers breaking news, latest news in politics, sports, busines . Retweets are not endorsements. FB https://t.co/QvjKSQGmsh…Narayan Bariha @NarayanBariha9
32 Followers 102 FollowingDharani dhar Behera @Dharani65922303
75 Followers 182 FollowingRajesh @RajeshMahakud_
1K Followers 127 Following ଓଡ଼ିଆ😎 | ବେଳେ ବେଳେ ମନର ଭାବନାକୁ #X ରେ ପ୍ରକାଶ କରେ | ଜୟ ମା ତାରିଣୀ 🙏 |Ananta Narayan Pradha.. @AnantaN48687073
28 Followers 245 Following General Secretary Biju Yuva Janata Dal Balangir Former Sarpanch Mahimunda GrampanchayatDigambar mishra(ଜ�.. @Digamba22426432
162 Followers 499 Following my self Digambar mishra advocate balasore at.birabrahmapur po.kanchapada ଓକିଲାତୀ ରେ ଗରିବ ଓ ଅସହାୟ ଲୋକ ମାନଙ୍କୁ ସାହାଯ୳୲ କରିବା Free advises of law Rustic old agemanojkumar singh @manojku31176848
211 Followers 1K Followinglipsa mallik @lipsamalli2272
1K Followers 2K FollowingTanisha priyadarshini @Tanishapri86967
1K Followers 852 FollowingTorikul Islam @Torikul66923218
325 Followers 2K FollowingJaanu Rao @Bhavani03723092
1K Followers 3K FollowingKshitish Kumar Bag @kshitish4u
1K Followers 2K FollowingPrabhakar Kumar @prabhakar23aug
172 Followers 397 Following Associate Executive Producer @ India Daily Live, Ex- Aajtak, India Tv, ABP Network, Zee Media, News Express, VOI.मेरी कामयाबी का किस्सा, जिसमें कइयों का हिस्सा।Santanu Kumar Rout @santanuRout5
814 Followers 631 Following ମାଟି କାମୁଡି ପଡ଼ିଥିବା ପଥ ହଜା ପଥିକ ଟିଏ ମୁଁHemanta Sethy @HemantaSet66716
6 Followers 29 Following@pari Sri naik @pari98343459
367 Followers 1K Following Hi 300family loved belived in Mahatma gandi principlesganesh panda @ganeshp20260050
30 Followers 238 FollowingRibu Mishra @ribu_mishra
2K Followers 3K Followinganil nayak @anilnayak566387
15 Followers 126 FollowingSananda Nag @Sananda68336989
37 Followers 393 FollowingRana Mohapatra @RanaMohapa32623
89 Followers 302 FollowingVikash Dash (Student .. @Vikash_Dash7
754 Followers 2K Following @Vikash_Dash7 Your smaller- @Poet(#Poetry & #Sayari) (insperational) Trying to my best that can impact our life 📖📖 Like #intelligent #Enrichment & #Honesttanmaya Kumar mohanty @Kum35714Kumar
345 Followers 981 FollowingBalaram Behera @Balaram91076285
48 Followers 211 FollowingRekha lenka @Pujaran21023376
727 Followers 1K FollowingChanchala Amanatya @CAmanatya
112 Followers 283 Following I am a social worker, Jeyantagiri, Jeypore, KoraputBijaya Sahoo @BijayaS71585436
8 Followers 18 Followingବିଭୁତି �.. @BibhuSamal11
829 Followers 3K Following ପୃଥିବୀ ର ସମସ୍ତ ଜୀବ ଜଗତ କୁ ସମ୍ମାନ ଦେବା । ନିୟତି ର ଲେଖା କୁ ସମ୍ମାନ କରୁଥିବା ସାଧାରଣ ମଣିଷ । ରାଜନୀତି ବିରୋଧୀ ସାଧାରଣ ଜୀବନ। ପ୍ରତ୍ୟକ ବ୍ୟକ୍ତିଙ୍କୁ ସମ୍ମାନ କରିବା ଧର୍ମ ।Kumar jagdish @Kumarjagdish23
119 Followers 559 FollowingLokanath Piri @Lokanathpiri29
73 Followers 346 Following Journalist - Shree Eswor Tv ( Daily News Channel) Trustee - Eswor Krupa Welfare Trust ( Social Worker ) kasaba Street, Motiganj, Balasore [email protected]sasmita das @DasSasmita83317
100 Followers 302 Following State president international human rights council, odisha state board (public department )NGO@AshokKu51372838 @NileshAnirudha @CMO_Odisha @MoSarkar5T @SecyChief @PritiranjanBJD @Deogarhdistadmn Please look into this matter and kindly solve the problem 🙏
@NileshAnirudha @Deogarhdistadmn @CMO_Odisha @MoSarkar5T @PRDeptOdisha @PradeepJenaIAS @Abanikanta_1978 @SecyChief Please look into this matter 🙏
ବଡଶଙ୍ଖ ନୂଆସାହି ସାମ୍ନା ବଡ଼ଦାଣ୍ଡ ସଲଗ୍ନ ହାଇମାଷ୍ଟ ଲାଇଟ ଜଳୁନହିଁ। ଏହାକୁ ମରାମତି କରିବାକୁ ଅନୁରୋଧ। @Puriulbeo @Puri_Official @CMO_Odisha @MoSarkar5T @HUDDeptOdisha
ଆପଣ ମାନଙ୍କ ସ୍ନେହ ଶ୍ରଦ୍ଧା ଭଲ ପାଇବା ସହଯୋଗ ଏମିତି ସବୁବେଳେ ରହିଥାଉ। 🙏 ଜୟ ଜଗନ୍ନାଥ 🙏 ଆମ ଚ୍ୟାନେଲ ମାଧ୍ୟମରେ ଆପଣଙ୍କ ଅଞ୍ଚଳର ହେଉଥିବା ସମସ୍ୟା ବିଷୟରେ ଖବର ପ୍ରସାରଣ ପାଇଁ ଆମ ସହିତ ସମ୍ପର୍କ କରନ୍ତୁ: ୬୩୭୦୬୫୦୧୨୭
@NileshAnirudha @CMO_Odisha @BDO_NANDAHANDI @WCDOdisha @TdrNandahandi @PradeepJenaIAS @SecyChief @IPR_Odisha @ADHIKAR29971502 @ngpur_update @nabina_odisha @NabarangpurDcpo @OfficialTeamATA @prameyaodia Action taken report of BDO, Chandahandi is enclosed
Please resolve the issue.@CMO_Odisha @MoSarkar5T @PRDeptOdisha @CuttackDM @RWSS_CUTTACK @RWSS_Odisha
@NileshAnirudha Congratulations ♥️🎊🌹brother 🤝🎊Jay Jagannath 🙏
ବହୁତ କମ୍ ସମୟ ବ୍ୟବଧାନରେ ଆଜି ମୋ'ର ଏକ ୟୁଟ୍ୟୁବ ଚ୍ୟାନେଲ #Odisha_Driver_Devlop_News ୪୪୦୦ ରୁ ଉର୍ଦ୍ଧ୍ବ ସବସ୍କ୍ରାଇବର ସହିତ ୩୯୧୭୮୫ ରୁ ଅଧିକ ଭିୟୁ ପାଇ ପାରିଛି। ଆପଣ ମାନଙ୍କ ସହଯୋଗ ସ୍ନେହ ଶ୍ରଦ୍ଧା ଆଶ୍ରିବାଦ ଭଲପାଇବା ପାଇଁ ଧନ୍ୟବାଦ 🙏 ।।
70 years of Taxonomic dispute on Mahandi Mahseer is resolved using integrated morphological & molecular techniques. Through this study validity of species status & endemicity of Mahanadi Mahseer is restored. @jajohny2013 @V_kolipakam @vrtiwari1 @moefcc
@NileshAnirudha @Deogarhdistadmn @WCDOdisha @CHILDLINE1098 @DcpsDeogarh Sir please help them
Miss Arugula Sneha, IAS, BDO, Kuchinda reviewed the various developmental activities going on at the Salebhadi GP.@IPR_Odisha @PRDeptOdisha
ଆଜି ମାନ୍ୟବର ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଇଂ ଅବନୀକାନ୍ତ ସାହୁ ମହୋଦୟ ଯାଜପୁର ଜିଲ୍ଲା ଗସ୍ତର ପ୍ରଥମଦିନରେ ଦଶରଥପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଦୁଇ ଭିନ୍ନକ୍ଷମ ବ୍ୟକ୍ତି ବିମ୍ବାଧର ଦାସ ଓ ଦେବାସିଷ ବେହେରାଙ୍କୁ ହ୍ବିଲ ଚୈର୍ ,ବସନ୍ତ ଦାସ,ବ୍ରଜକିଶୋର ରାଉତଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରିଛନ୍ତି । ମାନ୍ୟବର ଅଧ୍ୟକ୍ଷଙ୍କ ସହିତ…
ପୁଅ ର ଶୁଦ୍ଧିକ୍ରିୟା ପାଇଁ ବୃଦ୍ଧ ବାପା ପାଖରେ ଟଙ୍କା ନାହିଁ। ପରର ଛେଳି ଚଳାଇ ୪ଭଉଣୀ ଓ ବୃଦ୍ଧବାପା ଭିନ୍ନକ୍ଷମ ମା'ଙ୍କୁ ପୋଶୁଥିଲା ଏକମାତ୍ର ପୁଅ ସୁଦାମ। ଘରେ ଶୋଇଥିବା ବେଳେ ଇଲେକ୍ଟ୍ରି ତାର ଛିଣ୍ଡିପଡି ମୃତ୍ୟୁ ବରଣ କରିଥିଲେ ସୁଦାମ।ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଶ୍ରୀକତନୂଆପଡା ଗ୍ରାମ କୈଳାସ ବିଶ୍ବାଳ ଙ୍କପୁଅ । @CMO_Odisha
ଆଉ କେତେ ବର୍ଷ କ୍ଷମତାରେ ରହିଲେ ଓ ଏହି ଶିଳ୍ପସମୃଦ୍ଧ ଜିଲ୍ଲାରୁ ରାଜସ୍ୱ ପାଇଲେ ଏଭଳି ସମସ୍ୟା ଦୂର ହେବ ? @CMO_Odisha @MoSarkar5T @Rajani_Angul @angul_dm @HFWOdisha @Alokbhutia4 @ddnewsangul @AnilKumar780588
ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ଅଭାବରୁ ପ୍ରସୂତି ଓ ଶିଶୁଙ୍କୁ ମିଳୁନି ଚିକିତ୍ସା ସୁବିଧା। ପ୍ରକାଶିତ ଖବରକାଗଜ ଉପରେ ମନାନୀୟ @HFWOdisha @OfficeOf_MM @nhmodisha @CollectorJspur @SubcollectorJ @naugaonblock @NiranjanPujar11 @CMO_Odisha @SecyChief @_anugarg ଦୃଷ୍ଟି ଦେବାକୁ ବିନମ୍ର ଅନୁରୋଧ।
ଦେବଗଡ଼ ଜିଲ୍ଲା ରିଆମାଳ ଟିଙ୍କବିର ପଞ୍ଚାୟତ ମାଝିମୁଣ୍ଡା ଗାଁ ରେ ମଧୁସ୍ମିତା ବେହେରା ଓ ମହେଶ ଦୁଇ ଅସହାୟ ଗରିବ ଭାଇ ଭଉଣୀ ରହୁଛନ୍ତି। ବାପା ମିଛୁଡୁ ବେହେରା ରାଜ୍ୟ ବାହାର କୁ ଦାଦନ ଖଟିବାକୁ ଯାଇଛି। ମାଆ ଏମାନଙ୍କୁ ଛାଡ଼ି କାହା ସହିତ ୪ ବର୍ଷ ହେବ ଛାଡି ଚାଲିଯାଇଛି ।@Deogarhdistadmn @WCDOdisha @CHILDLINE1098 @DcpsDeogarh
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କେନ୍ଦୁଘାଟ ଗ୍ରାମର ମଣ୍ଟୁ ଗୁମାନ ସିଂଙ୍କ ଦୟନୀୟ ଅବସ୍ଥାରେ ବିତୁଛି ଜୀବନ। ତୁରନ୍ତ ମଣ୍ଟୁଙ୍କୁ ଏକ କୃତ୍ରିମ_ହାତ ଯୋଗାଇ ଦେବାକୁ ଅନୁରୋଧ 🙏 ।@Dssodeogarh @SSEPD2 @Deogarhdistadmn @MoSarkar5T @PRDeptOdisha @Soumya98671695 @CMO_Odisha @Abanikanta_1978 @SecyChief @IPR_Odisha
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ କରଲଗା ପଳସମା ବାଘବର ୪ଟି ପଞ୍ଚାୟତ ରେ ଦୀର୍ଘ ସମୟଧରି ବିଜୁଳି କରେଣ୍ଟ ର ଦେଖା ନାହିଁ। @TPWesternOdisha ଏଥିପ୍ରତି ଦୃଷ୍ଟି ଦେଲେ ଗ୍ରାମ ବାସୀ ଖୁସି ହେବେ🙏। @Deogarhdistadmn @CMO_Odisha @TataPower @MoSarkar5T @BdoReamal @PRDeptOdisha @EnergyOdisha @ADHIKAR29971502
Recently a ‘School Adoption Programme’ meeting was held at Govt. Girls’ High School, Unit-8, BBSR. Smt Sunanda Mekap, Asst. Director of Higher Education, an alumnus & mentor, is leading the charge with genuine concern and dedication.