Search results for #Koraput
Muniguda #Bissamcuttack #Koraput
ରାଷ୍ଟ୍ର ନିର୍ମାଣରେ ଶ୍ରମିକମାନଙ୍କ ସମର୍ପଣ, ନିଷ୍ଠା ଓ କଠିନ ପରିଶ୍ରମ ଅତୁଳନୀୟ। ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଶ୍ରମିକ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। #saptagirisankarulaka #Rayagada #koraput #mp #Odisha
କୋରାପୁଟ ଲୋକସଭା: ସପ୍ତଗିରି ସବୁଠୁ ଧନୀ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ନାହିଁ ଆପରାଧିକ ମାମଲା #Sambad #OdishaPolitics #Koraput sambad.in/state/koraput-…
କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀର ସମସ୍ତ ଭୋଟର ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ,ଯିଏ ସଦାସର୍ବଦା ଆପଣଙ୍କର ସୁଖଦୁଃଖରେ ଠିଆ ହୋଇଛି ଆପଣଙ୍କ ପାଇଁ ସଂସଦରେ ସବୁବେଳେ ସ୍ୱର ଉଠାଇଛନ୍ତି, ସେମିତିକା ବ୍ୟକ୍ତିତ୍ୱ ଓଡିଶାର ଗର୍ବ@saptagiriulaka ଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ. #koraput #saptagiriulaka #incindia
ଜୟପୁର ନିର୍ବାଚନମଣ୍ଡଳୀର ସମସ୍ତ ଭୋଟର ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ,ଯିଏ ସଦାସର୍ବଦା ଆପଣଙ୍କର ସୁଖଦୁଃଖରେ ଠିଆ ହୋଇଛି, ଆପଣଙ୍କ ପାଇଁ ସବୁବେଳେ ସ୍ୱର ଉଠାଇଛନ୍ତି, ସେମିତିକା ବ୍ୟକ୍ତିତ୍ୱ ଓଡିଶାର ଗର୍ବ @bhalubh55 ଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ.🙏 #jaypur #koraput #incindia
Gramsabha buys Kendu Leaf from the villagers in the forests of Boipariguda block in #Koraput district to give a better price at doorstep .Learn more with a click on this report by ETV Bharat Odisha etvbharat.com/or/!state/gram…
ମୁତ୍ୟାଲୁମ୍ମା ଙ୍କ ଯାତ୍ରା ରେ ଥାନା ନିଆଁ ଦେଖିବାକୁ ପ୍ରବଳ ଭିଡ.. odishadotnews.page.link/Cd8r #koraput
ଶିକ୍ଷୟତ୍ରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା odishadotnews.page.link/UTRj #koraput
ବହୁ ସଂଖ୍ୟାରେ ହାତ ✋🏻 ଚିହ୍ନରେ ଭୋଟ୍ ଦେଇ ଶ୍ରୀ ସପ୍ତଗିରି ଉଲାକାଙ୍କୁ କରି ଦେବା ବିଜୟୀ #saptagirisakarulaka #Rayagada #koraput #mp