ତୁମେ ଆଗୋ ପାହାନ୍ତି ଉଷାର…ରଚନା-ଦେବେନ୍ଦ୍ର ଦାସ…ସ୍ୱର ଓ କଣ୍ଠ-ପ୍ରଣବ ପଟ୍ଟନାୟକ…୧୯୮୦…
5
3
65
3K
1
Download Video
@odiamelody bahut sundar geeti...😍🎧 Thanks for sharing. 🙏🏽
@odiamelody କି ଶବ୍ଦ ସଂଯୋଜନା! କିଛି କ୍ଷଣ ପାଇଁ ଚାଲିଗଲା ଏ ମନ ସେ ଦିନର ସଙ୍ଗୀତ ଦୁନିଆ କୁ। ତା' ଠୁ ଭାଗ୍ୟର କଥା ଯେ ମୁଁ ଏହି ସଙ୍ଗୀତନାୟକଙ୍କ ସହ ଭେଟିବାର ସୁଯୋଗ ଟିଏ ପାଇଥିଲି; ଖୁବ୍ ବିନମ୍ର ମଣିଷଟିଏ। ଜଗନ୍ନାଥ ଚଲାବାଟ ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ।
@odiamelody ସେ ସମୟ ଗୀତ କିନ୍ତୁ ସତେଜ ସବୁଦିନ ପାଇଁ