#୧୯_ପ୍ରାର୍ଥୀଙ୍କ_ଭିତରେ_୧୬_ନୂଆ_ମୁହଁ ରାଉରକେଲାରୁ ଲଢିବେ ଦିଲୀପ ରାୟ । ରଣପୁରରେ ବଦଳିଲା ଟିକେଟ, ତାପସ ଆଉଟ୍ ସୁରମା ଇନ୍। ଦ୍ବିତୀୟ ପର୍ଯ୍ୟାୟରେ ୧୯ ବିଧାନସଭା ଆସନ ପାଇଁ ଯୋଦ୍ଧା ଘୋଷଣା କଲା ବିଜେପି । ଦ୍ୱିତୀୟ ପ୍ରାର୍ଥୀତାଲିକାରେ ନୂଆ ଚେହେରାକୁ ଦିଆଯାଇଛି ଗୁରୁତ୍ୱ । #BJP #AssemblyElections #Odisha #OTV
0
1
24
3K
0
Download Video