When God is with u,impossible is nothing!ଯୋଉ ଅଚିହ୍ନା ପାହାଡି ଜାଗାରେ ମୋର କେହି ଜଣେବି ଚିହ୍ନା ନଥିଲେ ଆଜି ସେଇ ଅଚିହ୍ନା ଉତ୍ତରକାଶୀ ଜଗନ୍ନାଥ ମନ୍ଦିର ପାଖରେ ପାଞ୍ଚ ପାଞ୍ଚଟି ଗାଁ ଆମକୁ ନିଜର କରିଦେଲା।ଅଭିନେତା କି ସେଲିବ୍ରେଟି ର ପରିଚୟ ନଥିଲା,କେବଳ ଜଗନ୍ନାଥ ଭକ୍ତ ହିସାବରେ ସେଠାରେ ପହଞ୍ଚି ଥିଲି,ଆଜି ଏମିତି ଏକ.. [1/3]
ପରିଚୟ ଏଇସବୁ ଗାଁ ଲୋକେ ଦେଇଛନ୍ତି ଯାହା ମୁଁ କେବେ ସ୍ବପ୍ନରେ ବି ଭାବିପାରିବି ନାହିଁ। ପ୍ରଭୁଙ୍କ ଆଶୀର୍ବାଦରେ କାର୍ଯ୍ୟ ସଫଳ କରି ମୁଁ ବର୍ତ୍ତମାନ ଓଡ଼ିଶାରେ ପହଞ୍ଚି ସାରିଛି।ଏବେ ସବୁଠୁ ବଡ଼ କାମ ଏହି ଗୁପ୍ତ ଜଗନ୍ନାଥ ମନ୍ଦିର ବିଷୟରେ ଆଉ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ, ମୂର୍ତ୍ତି ଗବେଷକ ଓ ଧର୍ମ ବିଶେଷଜ୍ଞଙ୍କ ପରାମର୍ଶ ନେଇ [2/3]
@sabyaactor @smileplease_org @architaworld ଜୟ ଶ୍ରୀ ଜଗନ୍ନାଥ
@sabyaactor @smileplease_org @architaworld Proud of you!
@sabyaactor @smileplease_org @architaworld U both r awesome ..
@sabyaactor @smileplease_org @architaworld ବହୁତ୍ ସୁନ୍ଦର୍ ପ୍ରଭୁ ମଙ୍ଗଳ କରନ୍ତୁ 🙏
@sabyaactor @smileplease_org @architaworld Jai jagannath , Bhai apanaku dhanyabad .l proud of you
@sabyaactor @smileplease_org @architaworld ଜୟ ଜଗନ୍ନାଥ 🙏
@sabyaactor @smileplease_org @architaworld Bhai please help me aapana jadi help na karibe tahale Mora rastare soiba chhada aau kichhi upaya nahni bahut aasaan nei aapananku help magili please bhai help kara
@sabyaactor @smileplease_org @architaworld @sabyaactor proud of you . Feeling more proud as an odiya. Jay jagannatha