ଆଜି ପୁରୀ ଲୋକସଭା ନିର୍ବାଚନ କାର୍ଯ୍ୟାଳୟରେ ସତ୍ୟବାଦୀ ବିଧାନସଭାର ୫୦୦ରୁ ଅଧିକ ଯୁବ କାର୍ଯ୍ୟକର୍ତ୍ତା ମୋଦୀ ପରିବାରରେ ସାମିଲ ହେଲେ । ନୂତନ କରି ଦଳରେ ସାମିଲ ହୋଇଥିବା ସମସ୍ତ ଯୁବବନ୍ଧୁଙ୍କୁ ବିଜେପି ପରିବାରକୁ ହୃଦୟପୂର୍ବକ ସ୍ୱାଗତ ଏବଂ ଅଭିନନ୍ଦନ। #PhirEkBaarModiSarkar
4
13
94
6K
0
Download Image
ଯୁବକଙ୍କ ଉତ୍ସାହ ଏବଂ ଉଦ୍ଦୀପନାରୁ ଏହା ସ୍ପଷ୍ଟ ଯେ ଏଥର ପୁରୀ ଲୋକସଭାରେ ନିଶ୍ଚିତ ପଦ୍ମ ଫୁଟିବ ।
@sambitswaraj आपका विजयी होने का कामना करता हूं,आप अधिक से अधिक वोटों से जीत कर लोकतंत्र के सबसे बड़े मंदिर पहुंच कर अच्छा प्रतिनिधित्व करें। #संबितपात्रा_जी